
ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟସ୍ଥ ଗେଟା ସାହିରେ ଗ୍ଯାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ବସ୍ତିର ପ୍ରାୟ ୫୦ ଟି ପରିବାର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିସମ ବିଭାଗର ୪ ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବା ଏବଂ ଗାଡ଼ିରେ ପର୍ଯ୍ୟାପ୍ତ ପରିମାଣର ପାଣି ନଥିବାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
No comments:
Post a Comment