ପୋଲସରା;ସ୍ବାମୀ ନିଜର ସ୍ତ୍ରୀଙ୍କୁ ମାରିବା ପାଇଁ ଉଦ୍ୟମ !ଘଟଣା ସଂପର୍କରେ ଜଣା ପଡିଛି ଯେ ଖଣ୍ଡରୁ ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ଯଜ୍ଞାସିନୀ ସାହୁ ବଗାଡି ଗ୍ରାମର ସନ୍ଯାସୀ ପ୍ରଧାନଙ୍କୁ ବିବାହ କରିଛନ୍ତି। ବିବାହ ପରଠାରୁ ଯୌତୁକ ନିର୍ଯ୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗତ ତା-25/02/2018ରିଖ ଦିନ ପ୍ରାୟ 12ଟାରୁ 1ଘଣ୍ଟା ମଧ୍ୟରେ ଯଜ୍ଞାସିନୀଙ୍କୁ ତାଙ୍କ ସ୍ବାମୀ ସନ୍ଯାସୀ ସିଜେରିଙ୍ଗ୍ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଯଜ୍ଞାସିନୀ ମେଡିକାଲ ଚିକିତ୍ସା ହେବା ପାଇଁ ଯାଇଥିଲେ ଏବଂ ପୋଲସରା ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ରାଜନୈତିକ ଚାପ ଏବଂ ପୁରୁଷୋତ୍ତମପୁର ଏସଡିପିଓଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ ହୋଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମା'ଙ୍କୁ ସମ୍ମାନ କଥା କହୁଥିବା ବେଳେ ପୋଲସରା ଅଞ୍ଚଳରେ ମା'ଙ୍କ ପ୍ରତି ଅସମ୍ମାନ ଏବଂ ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଆଣି ଥାନାରେ ଆଟକ ରଖି ତଦନ୍ତ କରୁଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି।ଯଜ୍ଞାସିନୀ କହିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ଜୀବନରେ ମାରି ଅନ୍ଯ ଜଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...

No comments:
Post a Comment