ବେଗୁନିଆପଡ଼ା : ଖଣ୍ଡିଆନଈ ଗ୍ରାମରେ ଷ୍ଟ୍ରିଟ ଲାଇଟ ନ ଲାଗିବାକୁ ନେଇ ଉତ୍ତେଜନା ଓ ଦାବିପତ୍ର।
ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ଗ୍ରାମ ପଞ୍ଚାୟତର ଖଣ୍ଡିଆନଈ ଗ୍ରାମର ୭ ନମ୍ବର ଓ୍ବାର୍ଡରେ ଷ୍ଟ୍ରିଟ ଲାଇଟ ଏଯାବତ୍ ନ ଲଗା ଯାଇଥିବାରୁ ଓ୍ବାର୍ଡ ବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୪ ବର୍ଷ ପୂର୍ବରୁ ଏହି କାର୍ଯ୍ୟକ୍ରମ ସରକାର ଆରମ୍ଭ କରିଥିଲେ ମଧ୍ୟ ଏହି ଗ୍ରାମରେ ଉଦେଶ୍ୟ ମୂଳକ ଭାବେ ରାଜନୈତିକ ହସ୍ତକ୍ଷେପ କରାଯାଇ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଉନଥିବାରୁ ଆଜି ଓ୍ବାର୍ଡ ବାସିନ୍ଦା ପଞ୍ଚାୟତ ଅଫିସରେ ଅଭିଯୋଗ କରିବା ସହ ଅଭିଯୋଗ ପତ୍ରର ନକଲ କପି ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରିଛନ୍ତି। ସେପଟେ ଉକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନଇଚ୍ଛା ବେଆଇନ୍ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।fb.com/Kodalabeguniapadanews

No comments:
Post a Comment