ସାରା ରାଜ୍ୟରେ ଏବେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳି ତା ସାଗଂକୁ ବିଦ୍ୟୁତ କାଟ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ମୌସୁମୀ ଆସିବ ବୋଲି ଚାଷୀ ଆଗୁଆ ବିହନ ବୁଣି ଏବେ ଚିନ୍ତାରେ। ବିହନ ଗଜା ମରୁଡି ହେବାକୁ ବସିଲାଣି। ଆହୁରି ୪୮ ଘଣ୍ଟା ଧରି ତାତି ଜାରି ରହିବ ବୋଲି ସୂଚନା ମିଳିଛି। ମୌସୁମୀ କୁ ଚାହିଁ ଚାହିଁ ସମସ୍ତେ ଏବେ ଚିନ୍ତାରେ।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମୋରମ, ମେଣ୍ଟାଲ୍, ପଥର ଚୋରା ଚାଲାଣ ହେଉଥିବା ନେଇ ବହୁବାର ଅଭିଯୋଗ ହୋଇଛି। ତେବେ ବ୍ଲକର ତିରିଡା ଠାରେ ...
-
ବେଗୁନିଆପଡ଼ା : ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ!! ସରକାର ସ୍ବଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଗାଁ ଗାଁ ରେ ଶୌଚାଳ...



No comments:
Post a Comment