ବେଗୁନିଆପଡ଼ା ନିକଟସ୍ଥ କଞ୍ଚଣାର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ଯବସ୍ଥାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଆଜି ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହ ସମାସ୍ଯାର ସ୍ଥାୟୀ ସମାଧାନ ନିମନ୍ତେ ଖଲ୍ଲିକୋଟ ଏ. ବି. ଓ କୁଂ ଡକାଇ ଥିଲେ। ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ୍ ସମୟରେ ଆସୁନଥିବା, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ବ ଉପଯୁକ୍ତ ଭାବେ ତୁଲାନଉଥିବା, ବିଦ୍ୟାଳୟ କାର୍ଯ୍ୟ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ୍ ଫୋନରେ ଗପିବା, ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଗୁଡିକ ଖର୍ଚ୍ଚ ନ ହେବା ନେଇ ସ୍ଥାନୀୟ ସରପଞ୍ଚକଂ ସମେତ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ବିଇ ଓ କଂ ଉପସ୍ଥିତିରେ ୧୫ ଦିନ ମଧ୍ୟରେ ଏହି ସବୁ ସମାସ୍ଯାର ସମାଧାନ କରିବା ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକଙ୍କୁ ତାଗିଦ୍ କରାଯିବା ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ ତୁରନ୍ତ ସମାସ୍ଯାକୁ ପ୍ରଶାସନ ଦୃଷ୍ଟି ଦେବା ସହ ଅନିୟମିତତା ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ବିଦ୍ୟାଳୟ କାର୍ଯ୍ୟ ନିୟମିତ ହୋଇଥିଲା।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...

No comments:
Post a Comment