ବେଗୁନିଆପଡ଼ା ସ୍ଥିତ ମୁଖ୍ୟ ଡାକଘରେ ସଠିକ୍ ସେବା ମିଳୁନାହିଁ। ଏହି ମୁଖ୍ୟ ଡାକଘର ଯାହାର ପିନ୍ କୋଡ଼ ୭୬୧୦୩୧ ଏବଂ ଗ୍ରାମାଞ୍ଚଳର ଡାକଘର ଗୁଡିକ ଏହାର ଅଧିନରେ ଯାଉଛି। କିନ୍ତୁ ଏହି ଡାକଘରେ IPO ମିଳୁନାହିଁ ଏବଂ AD ଫର୍ମ ମଧ୍ୟ ଉପଲବ୍ଧ ନାହିଁ। ରୁଗ୍ଣ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଉକ୍ତ ଡାକଘର ଥିବା ବେଳେ ଏଥିପ୍ରତି ବ୍ରହ୍ମପୁର ମୁଖ୍ୟ ଡାକ ଅଧିକାରୀ ଦୃଷ୍ଟି ଦେବା ସହ ଡାକ ଭଳି ଏକ ସରକାରୀ ସଂସ୍ଥାକୁ କ୍ରିୟାଶୀଳ କରିବାକୁ ଦାବି ହେଉଛି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...

No comments:
Post a Comment