ସୂଚନା ଅଧିକାର ଆଇନ୍ ୨୦୦୫ ଦୁର୍ନୀତି ରୋକିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ବେଗୁନିଆପଡ଼ା ବ୍ଲକର ଜନ ସୂଚନା ଅଧିକାରୀ ଏହାକୁ ବେଖାତିର କରି ସୂଚନା ପ୍ରଦାନ କରୁ ନ ଥିବା ଜଣାପଡ଼ିଛି। ବେଗୁନିଆପଡ଼ା ପଞ୍ଚାୟତର ବିଭିନ୍ନ ତଥ୍ଯ ଜାଣିବା ପାଇଁ ନାରାୟଣ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ କିନ୍ତୁ ସଠିକ୍ ସମୟରେ ସୂଚନା ମିଳିନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହିତ ପୁନର୍ବାର ପ୍ରଥମ ଅପିଲ୍ କରିଥିବା ଜଣାପଡିଛି ଏବଂ ଦାୟିତ୍ବ ସଠିକ୍ ଭାବେ ତୁଲାନଉଥିବା ଉକ୍ତ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ସମସ୍ତ ସରକାରୀ ଏବଂ ବେସରକାରୀ ସେବା ଓ ଯୋଜନା ପାଇଁ ଆଧାରକାର୍ଡ ଲିଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସମୟରେ ଆମେ ଆମର ଅଧିକାଂଶ କାମ କର...

No comments:
Post a Comment