ବେଗୁନିଆପଡ଼ା ୧୩ ନମ୍ବର ଓ୍ବାର୍ଡ ସ୍ଥିତ କମଳା ବନ୍ଧ ପୋଖରୀରେ ଏକ ଅଜଣା ବ୍ଯକ୍ତିର ମୃତ ଶରୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀକୁଂ ସୂଚନା ଦେଇଛନ୍ତି। ଗତକାଲି ରାତିରୁ ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଶବକୁ ପାଣିରୁ ବାହାର କରାଯାଇଛି। ଶବଟି ଫୁଲି ଯାଇଥିବା ଯୋଗୁଁ ପରିଚୟ ମିଳିପାରିନାହିଁ। ଶବ ବ୍ୟବଚ୍ଛେଦ ପରେଯାଇ ପ୍ରକୃତ ଘଟଣା ଜଣାପଡିବ। ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ପହଞ୍ଚିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ବେଗୁନିଆପଡ଼ା : ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ!! ସରକାର ସ୍ବଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଗାଁ ଗାଁ ରେ ଶୌଚାଳ...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...

No comments:
Post a Comment