.ବିବିଧତା ଓ ଅଖଣ୍ଡ ଭାରତ ମଧ୍ୟରେ ଆମେ ସମସ୍ତେ ଏକତ୍ର। ଆମେ ସଭିଏଁ ଭାଇ-ଭାଇ। ୧୯୫୦ ମସିହା ଜାନୁଆରୀ ୨୬ ରେ ଆମ ସମ୍ବିଧାନର ଜନ୍ମ। ଏହିଦିନ ଠାରୁ ଆମ ଦେଶର ସମ୍ବିଧାନ ଲାଗୁ ହୋଇଛି। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଗାଁ ସ୍କୁଲ ଠାରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ଜାତୀୟ ଉତ୍ସବର ମାହୋଲ। ଏହି ଅବସରରେ ଖଲ୍ଲିକୋଟ ଏନ୍ ଏ ସି ରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଖଲ୍ଲିକୋଟ ର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଖଲ୍ଲିକୋଟ ତହସିଲଦାର ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବକୁ ସମ୍ବୋଧିତ କରିଥିଲେ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଦେଶଭକ୍ତି ନାଚ ଗୀତ ପରିବେଷଣ କରାଯିବା ସହ କୃତି ଛାତ୍ର ଛାତ୍ରୀକୁଂ ପୁରସ୍କାର ପ୍ରଦାନ କରାଯାଇଛି।
Saturday, January 27, 2018
୬୯ ତମ ସାଧାରଣତନ୍ତ୍ର ଦିବସ

Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ବେଗୁନିଆପଡ଼ା : ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ!! ସରକାର ସ୍ବଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଗାଁ ଗାଁ ରେ ଶୌଚାଳ...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...

No comments:
Post a Comment