ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ୍ ପୁର ଠାରେ ଗତ ବିଳମ୍ବିତ ରାତ୍ରିରେ ଅନ୍ୟ ଅଞ୍ଚଳର ଜଣେ ଯୁବତୀଙ୍କୁ ମାରିବା ପରେ ଗଛରେ ଝୁଲାଇଦେଇଥିବା ସନ୍ଦେହ। ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଯୁବତୀଙ୍କ ମୃତ ଶରୀର ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ଯୁବତୀଙ୍କ ଡ୍ରେସ୍ ଭିତରୁ ଏକ ମୋବାଇଲ୍ ମିଳିଛି। ତେବେ ଏହି ମୋବାଇଲ ହିଁ ଗୁମର ଫିଟାଇବ ବୋଲି ଚର୍ଚ୍ଚା ହେଉଛି।



No comments:
Post a Comment