ବିଭିନ୍ନ ସ୍ଥାନରେ ପାଳିତ ହେଲା ଆନ୍ତର୍ଜାତୀକ ଯୋଗ ଦିବସ।ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ଯାସ ହେଉଛି ଯୋଗ। ଭାରତର ଅନୁରୋଧ କ୍ରମେ ଜାତିସଂଘ ଏହି ଦିବସକୁ ସମଗ୍ର ବିଶ୍ୱରେ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ଅବସରରେ ବେଗୁନିଆପଡ଼ା ବ୍ଳକର ଆର୍ ଏସ୍ ଏସ୍ ପକ୍ଷରୁ ପ୍ରାୟ ୧୬ ଟି ସ୍ଥାନରେ ଯୋଗ ଦିବସ ପାଳନ ପୂର୍ବକ ଆସନ, ପ୍ରାଣାୟମ ବିଷୟରେ ଶିକ୍ଷା ଦିଆ ଯାଇଛି। ଅଧିକ ଖବର ପାଇଁ ପଢୁଥାନ୍ତୁ.. # ଅନୁପମ ଭାରତ # ମୋ ବେଗୁନିଆପଡ଼ା # ନିଉଜ୍।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...




No comments:
Post a Comment