ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର କାଞ୍ଜିଆମାଳ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ଆସୁନଥିବାରୁ ଆଜି ବନ୍ଦ ରହିଥିଲା ସ୍କୁଲ। ସିଆରସି କଂ ଗସ୍ତ ସମୟରେ ଏହା ଜଣାପଡିଛି। ସରକାରଙ୍କ ଠାରୁ ଦରମା ପାଉଥିବା ଶିକ୍ଷକ ପ୍ରାଥମିକ ଶିକ୍ଷାକୁ ବିପର୍ଯ୍ୟୟ ଆଡକୁ ଠେଲି ଦେଉଥିବା ଏଭଳି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
# # ଅଧିକ ଖବର ପାଇଁ ପଢୁଥାନ୍ତୁ 'kodala beguniapada news



No comments:
Post a Comment